ପୁଣି ବନ୍ଦ ହେଲା ଖଣ୍ଡଗିରି-ଉଦୟଗିରି ମଝି ରାସ୍ତା

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ପୁଣି ବନ୍ଦ କରାଯାଇଛି। ଖଣ୍ଡଗିରି ଯାତ୍ରା ପୂର୍ବରୁ ବ୍ୟାରିକେଡ୍‌ କରି ଏହି ରାସ୍ତାକୁ ବନ୍ଦ କରାଯାଇଥିଲା। କିନ୍ତୁ ଖଣ୍ଡଗିରି ମେଳା ସରିବା ପରେ ଏଏସ୍‌ଆଇର ଦାୟିତ୍ବହୀନତା ପାଇଁ ବ୍ୟାରିକେଡ୍‌ ସୁରକ୍ଷିତ ରହିପାରିଲାନାହିଁ ଏବଂ ଉକ୍ତ ରାସ୍ତାରେ ଲୋକେ ଯାତାୟାତ କରିବା ଆରମ୍ଭ କରିଥିଲେ। ଏମିତିକି ଭାରୀଯାନ ବି ଚଳାଚଳ ଆରମ୍ଭ ହୋଇଯାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏଏସ୍‌ଆଇର ଚେତା ଫେରିଛି। … Continue reading ପୁଣି ବନ୍ଦ ହେଲା ଖଣ୍ଡଗିରି-ଉଦୟଗିରି ମଝି ରାସ୍ତା